UTL Solar GAMMA+ ଇନଭର୍ଟର ପଡିବ ସମ୍ପୂର୍ଣ ମାଗଣା

UTL ସୋଲାର GAMMA+ ଇନଭର୍ଟର ପଡିବ ସମ୍ପୂର୍ଣ ମାଗଣା

ଯଦି ଆପଣ 1400/1500 VA ସାଧାରଣ ସୋଲାର ଇନଭର୍ଟର ନେଉଛନ୍ତି ଏବଂ 330 W ର 4 ସୋଲାର ପ୍ୟାନେଲ୍ ନବାକୁ ପଡୁଛି ...

... ତେଣୁ ସେଥିରେ ସେତିକି ହିଁ ସୋଲାର ବିଦ୍ୟୁତ୍ ତିଆରି ହୁଏ ଯେତିକିରେ 1kVA UTL ସୋଲାର GAMMA+ ଇନଭର୍ଟରରେ 330W 3 ପ୍ୟାନେଲ୍ ସହିତ ବନିଯିବ l

ଏହିପରି UTL ସୋଲାର GAMMA+ ଇନଭର୍ଟର ଦ୍ୱାରା ଆପଣଙ୍କର ସଞ୍ଚୟ

Gamma+ Saves 8-9 thousand rupees

ପାଖାପାଖି 8-9 ହଜାର ଟଙ୍କା

ଏତିକି ସଞ୍ଚୟରେ ପାଖାପାଖି 8-9 ହଜାରରେ UTL ସୋଲାର GAMMA+ ଇନଭର୍ଟର ଆସିଯିବ

ତେଣୁ ହେଲାନା GAMMA+ ସମ୍ପୂର୍ଣ ମାଗଣା

ଜାଣନ୍ତୁ rMPPT କୌଶଳ କଣ ପାଇଁ ଭଲ ?

ଏହା ସୋଲାରର Advance Technology ଅଟେ|
rMPPT (rapid Maximum Power Point Tracking)

ସୂର୍ଯ୍ୟର କିରଣ ଅନୁସାରେ ସକାଳୁ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୋଲାର ପ୍ୟାନେଲଙ୍କ ଭୋଲ୍ଟେଜ କମ କିମ୍ବା ଅଧିକ ହୋଇ ରହିଥାଏ l ପ୍ରତି ସମୟ ପ୍ୟାନେଲର ଭୋଲ୍ଟେଜ ହିସାବରେ କେଉଁ Output ଭୋଲ୍ଟେଜ ଉପରେ ସବୁଠୁ ଅଧିକା ପାୱାର ମିଳିବ, ତାହାକୁ ଲଗାତାର ଦେଖିବା ସେହି ଅନୁଯାୟୀ ତାହାକୁ ବଦଳେଇ ରଖିବାକୁ ଜରୁରୀ ହୋଇଥାଏ l ଏହି କାମ rMPPT Technology ସ୍ପଷ୍ଟ ଭାବରେ କରିଥାଏ l ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଦି Tracking ଭଲ ଭାବରେ ହୋଇଯାଏ ତ 30% ପର୍ଯ୍ୟନ୍ତ ଅଧିକ ସୋଲାର Energy ମିଳିଯାଏ l

rMPPT Power generation Graph

ଅଧିକ ଜାଣିବା ପାଇଁ Video ଦେଖନ୍ତୁ

Features of Gamma+

ଗୋଟିଏ Battery ରୁ ମିଳିବ ଦୁଇଟି Batteries ର Back-Up,
Solar rMPPT କରିବ ଦ୍ୱତୀୟ Battery ର କାମ

This Solar Power Inverter by UTL has an LCD screen, which shows the working condition of the Inverter

UTL ସୋଲାର GAMMA+ ଇନଭର୍ଟରରେ LCD ସ୍କ୍ରିନ ଅଛି ଯେଉଁଥିରେ ଆପଣ Working Condition ଦେଖି ପାରିବେ

This Solar Power Inverter can also run through Generator

UTL ସୋଲାର GAMMA+ ଇନଭର୍ଟର ଜେନେରେଟର ଦ୍ୱାରା ଭି ଚଲାଇ ପାରିବେ

UTL Solar Inverter can be installed with any battery. (SMF, GEL, TUBULAR)

UTL ସୋଲାର GAMMA+ ଇନଭର୍ଟରରେ କୌଣସି ଭି ବ୍ୟାଟେରୀ ବ୍ୟବହାର କରି ପାରିବେ (SMF, GEL, TUBULAR)

3 Modes in UTL Solar Inverter

ଗାଁ ,ସହର ଏବଂ ଛୋଟ ଟାଉନ ପାଇଁ UTL ସୋଲାର GAMMA+ ଇନଭର୍ଟରରେ 3 Mode

UTL Solar Inverter PCU MODE

PCU MODE (ସହର ପାଇଁ)

ସହରରେ ଅଧିକା ବିଜୁଳି ବ୍ୟବହାର ହୋଇଥାଏ ସେଥିପାଇଁ ସୋଲାର ଏବଂ ବ୍ୟାଟେରୀରୁ ଆପଣଙ୍କର ଲୋଡ ଦବ ଆଉ ବିଲ ବଞ୍ଚେଇବ

UTL Solar Inverter Hybrid MODE

Hybrid MODE (ଗାଁ ଗୁଡିକ ପାଇଁ)

 ଗାଁ ଗୁଡିକରେ ଦିନ ସମୟରେ ସୋଲାର ଆଉ ଇଲେକ୍ଟ୍ରିରୁ ଲୋଡ ଚଲେଇବ ଏବଂ ବ୍ୟାଟେରୀ ଚାର୍ଜ ରଖିବ ରାତି ବ୍ୟାକ୍ଅପ୍ ପାଇଁ

UTL Solar Inverter Smart MODE

Smart MODE (ଛୋଟ ସହର ପାଇଁ)

ଛୋଟ ସହର ପାଇଁ ବିଜୁଳି ବନେଇବା ଆଉ ବିଲ ବଞ୍ଚେଇବା ଦୁଇଟା କାମ ଅଟେ ତ ଏ ସୋଲାର ଆଉ ଇଲେକ୍ଟ୍ରି ଦୁଇଟା କାମ କରିବ

Solar Inverter 30 Days Money Back Guarantee

କିଣିବାର 30 ଦିନ ପର୍ଯ୍ୟନ୍ତ ଯଦି ଆପଣ Satisfied ନାହାନ୍ତି, ତ ଆପଣ UTL Gamma+ ସେହି dealers ଙ୍କୁ ଫେରେଇ ଦିଅନ୍ତୁ ଯେଉଁଠୁ ଆପଣ କିଣିଥିଲେ l ଆପଣଙ୍କୁ ଆପଣଙ୍କ UTL Gamma+ ର ପୁରା ଟଙ୍କା ଫେରସ୍ତ ମିଳିଯିବ

Solar Power Generating System Prices

1 kVA 12V Solar Inverter

Solar Power Generating System

1 kVA 12V Gamma+,
335W x 2 Nos. Solar Panel and
1 Nos.165Ah Battery (3 Years Warranty)
MRP: ₹ 68,400.00 (Include of all taxes)
₹ 51,206.00(Include of all taxes)

1 kVA 12V Solar Inverter

Solar Power Generating System

1 kVA 12V Gamma+,
335W x 3 Nos. Solar Panel and
1 Nos.165Ah Battery (3 Years Warranty)
MRP: ₹ 84,855.00 (Include of all taxes)
₹ 63,636.00(Include of all taxes)

*Installation Material, and Charges Extra.
*Price Applicable for Haryana, Jammu, Punjab, Rajasthan, Uttar Pradesh, Uttarakhand.

ଯଦି ଆପଣ UTL Solar Franchise ନବାକୁ ଚାହୁଁଛନ୍ତି ସେଥିପାଇଁ ଏଠାରେ Click କରନ୍ତୁ

UTL Solar ର 1 ରୁ 120 kva ପର୍ଯ୍ୟନ୍ତ Solar PCU ଆସେ, quotation ପାଇଁ ଦୟାକରି ତଳେ ଦିଆଯାଇଥିବା ଫର୍ମ ଭରନ୍ତୁ l

UTL GAMMA + ଆପଣଙ୍କ ମୋବାଇଲରେ ନିକଟତମ ଡିଲରଙ୍କ ଫୋନ୍ ନମ୍ବର ପାଇବାକୁ ଏହି ଫର୍ମ ପୁରଣ କରନ୍ତୁ |

UTL GAMMA+ ଆପଣଙ୍କ ମୋବାଇଲରେ ନିକଟତମ ଡିଲରଙ୍କ ଫୋନ୍ ନମ୍ବର ପାଇବାକୁ ଏହି ଫର୍ମ ପୁରଣ କରନ୍ତୁ |

Client Details

Note - No one will call you from UTL SOLAR, you have to contact the nearest dealer number received on WhatsApp.

By filling above detail I am allowing Fujiyama Power Systems Limited to send me related SMS & WhatsApp

Submit କରନ୍ତୁ ଏବଂ ପରବର୍ତ୍ତୀ Page ଯାଆନ୍ତୁ ଏବଂ GAMMA ରେ 3 ​​ବର୍ଷର Extended ୱାରେଣ୍ଟି ପାଆନ୍ତୁ |

Shopping Cart
Scroll to Top