UTL ସୋଲାର ଫ୍ରାଞ୍ଚାଇଜ୍ ଆପଣଙ୍କର ନିଜ ଦୋକାନ | ଯାହାଫଳରେ ଆପଣ ସୋଲାର ବ୍ୟବସାୟରେ ନୂତନ ସୁଯୋଗ ପାଇବେ |

UTL ସୋଲାର ଫ୍ରାଞ୍ଚାଇଜ୍ ଆପଣଙ୍କର ନିଜ ଦୋକାନ | ଯାହାଫଳରେ ଆପଣ ସୋଲାର ବ୍ୟବସାୟରେ ନୂତନ ସୁଯୋଗ ପାଇବେ |

UTL Solar ରେ ୮ ଲକ୍ଷ ଟଙ୍କା ଲଗାନ୍ତୁ ଏବଂ 8.36 Lac ମାସକୁ କମାନ୍ତୁ ।

UTL Solar ଏ ପର୍ଯନ୍ତ 400+ Franchise ବନେଇ ସାରିଛି । ସବୁ Retailer Franchise ଭଲରେ ଚାଲୁଅଛି । ଏବେ ବି ସୁଯୋଗ ଅଛି । ଆପଣ ନିଜର ଅଞ୍ଚଳରେ ନିଜର Business ଆରମ୍ଭ କରିପାରିବେ । ଏମିତି ବି ନ ହେଉ କି ଆପଣଙ୍କ ଅଞ୍ଚଳରେ ଆଉ କେହି ନିଜର Shop ତିଆରି କରି ନଦେଉ ।
Solar Business

UTL Shoppe ର ସମ୍ପୁର୍ଣ୍ଣ ବିବରଣୀ ଭିଡ଼ିଓ ।

UTL Solar Franchise ଆରମ୍ଭ କରିବା ପୁର୍ବରୁ କେଉଁଠି ଥିଲା ।

ଦୋକାନର Interior ଆଉ Marketing Support

Business opportunity

1. ଆପଣଙ୍କ Showroom କୁ ସଂପୂର୍ଣ୍ଣ Decorate କରିବା ।
2. ଆପଣଙ୍କ ପାଖ Market ରେ ଆପଣଙ୍କ Showroom ର Promotion କରିବା ।
3. ଆପଣଙ୍କପାଇଁ ସବୁ ଗାଁରେ Electrician Appoint କରିବା ଯେକି ଆପଣଙ୍କପାଇଁ Sell ଆଣିବ ।

Sales, Service ଏବଂ Installation ର ସଂପୂର୍ଣ୍ଣ ପ୍ରଶିକ୍ଷଣ

Business opportunity

1. 2 Sales ଆଉ Service Engineer ଆପଣଙ୍କ ପାଇଁ Hire କରିବା ।
2. ସେମାନଙ୍କୁ Sales ର ସଂପୂର୍ଣ୍ଣ Training ଦେବା ।
3. ସେମାନଙ୍କୁ Service ଏବଂ Solar ର Installation ପାଇଁ Training ଦେବା ।

ଆପଣଙ୍କ ଅଞ୍ଚଳର ସବୁ Enquiry ଆପଣଙ୍କ ପାଖରେ

Business opportunity

1. Market Promotionରୁ ଆସିଥିବା ସବୁ Enquiry ଆପଣଙ୍କୁ ଦିଆଯିବ ।
2. Enquiry Loss ନହେବା ପାଇଁ UTL App ଦିଆଯିବ ।
3. ଆପଣଙ୍କ ଅଞ୍ଚଳରେ Digital Marketing କରିବା

ଆପଣଙ୍କୁ ଏବଂ ଆପଙ୍କର ସମସ୍ତ ଷ୍ଟାଫଙ୍କୁ ସୋଲାରର ସମ୍ପୂର୍ଣ୍ଣ ଜ୍ଞାନ ଏବଂ ତାଲିମ |

Business opportunity

Showroom ର ପୁରା Staff ମାନଙ୍କୁ Installation ଓ Customer Dealing ର ସଂପୂର୍ଣ୍ଣ ଶିକ୍ଷାଦବା ।

ଆମେ UTL Franchise ମାନଙ୍କୁ ୫୦,୦୦୦ ମାସକୁ Income କରିବା ପାଇଁ କହିଛୁ କିନ୍ତୁ ଆପଣ ଜାଣିଥିବେକି ଶୀତ ଦିନ ରେ Solar ର Business ସମାନ ହୋଇନଥାଏ । ଶୀତଦିନେ Solar ର Sell ଟିକେ କମ୍ ହୋଇଥାଏ । କିନ୍ତୁ ଆମକୁ ଆମ Business ସାରା ବର୍ଷ ଚଲାଇବା ପାଇଁ ପଡିବ । ଯାହାପାଇଁ କି UTL SOLAR କିଛି ନୂଆ Product Lunch କରିବାକୁ ଯାଉଛି । ଯାହାକି କେବଳ UTL Franchise ମାନଙ୍କୁ ହିଁ ଦିଆଯିବ ।

UTL Smart LED TV

HD LED SMART TV

UTL Gas Geyser

Gas Geyser

ଏହା ଏମିତି ଏକ Product ଯାହା ଘରପାଇଁ ଆବଶ୍ୟକ ହୋଇଥାଏ । ଶୀତଦିନେ ଯେତେବେଳେ Solar ର Sell କମ୍ ହୋଇଯାଏ ସେହି ସମୟରେ ବହୁତ ପର୍ବ ପର୍ବାଣି ଆସିଥାଏ ଯଥା - ଦୀପାବଳି, ଦଶହରା, Christmas, New Year ଇତ୍ୟାଦି । ସେହି ସମୟରେ TV , Geyser ଇତ୍ୟାଦି ଲୋକମାନେ କିଣିଥାନ୍ତି । ଯେଉଁଥିରେ କି ଆପଣଙ୍କର ବହୁତ ଭଲ Sell ହୋଇପାରିବ Product ବହୁତ ଭଲ Quality ର ହେବ ଏବଂ ଆପଣଙ୍କର ଲାଭ ମଧ୍ୟ ହେବ । ଆପଣଙ୍କର Business ବି ସାରା ବର୍ଷ ଚାଲିବ ।

Odisha UTL Product EMI
90 Days Money Back on Investment on Franchise Business

ଯେମିତି ଆମେ ଜାଣିଛୁ କି ଆପଣ ଆପଣଙ୍କ ବହୁ ମୂଲ୍ୟବାନ ଟଙ୍କା UTL Franchise ପାଇଁ ଖର୍ଚ୍ଛ କରୁଛନ୍ତି । UTL ଆପଣ ଏବଂ ଆପଣଙ୍କ ଟଙ୍କାକୁ ସମ୍ମାନ ଜଣାଉଛି । ଆପଣ ଜାଣିଥିବେ ଯେ କୌଣସି Business Start କରିବାକୁ ହେଲେ ସେଥିରୁ  Profit ଆସିବାପାଇଁ କିଛି ସମୟ ଲାଗେ ଆଉ ଆପଣଙ୍କୁ ବହୁତ୍ ପରିଶ୍ରମ କରିବାକୁ ପଡିଥାଏ । UTL ସହ ମିଶିଲେ ଆପଣଙ୍କ Business ଆହୁରି ବି ସହଜ ହୋଇଯିବ ।

UTL Solar Franchise ରେ Invest କରିବା ପରେ ଜଦି ଆପଣଙ୍କୁ ଆମର Effort ରେ କୌଣସି ପ୍ରକାର ର କମି ରହିବ ତା ହେଲେ ଆପଣ ଆସନ୍ତା 3 ମାସ ଭିତରେ କେବେ ବି ଆପଣଙ୍କ ଜିନିଷ ଫେରସ୍ତ କରି ଆପଣଙ୍କ ଟଙ୍କା ପାଇଯିବେ ।

ୟେ ଫର୍ମ ଭରନ୍ତୁ ଆଉ UTL Shoppe ର ବିସ୍ତୃତ ବିବରଣୀ ଏବେ ପାନ୍ତୁ ।

Client Details

*IMP by UBM in 2019

Scroll to Top